ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁତ୍ତର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁତ୍ତର   ବିଶେଷଣ

ଅର୍ଥ : ଯେ ଉତ୍ତର ଦେଇପାରେ ନାହିଁ

ଉଦାହରଣ : ନିରୁତ୍ତର ଛାତ୍ର ଜଣେ ଅନ୍ୟ ଜଣଙ୍କ ମୁହଁକୁ ଦେଖିବାରେ ଲାଗିଥିଲେ ପିଲାମାନଙ୍କ ପ୍ରଶ୍ନ ମୋତେ ନିରୁତ୍ତର କରିଦେଲା

ସମକକ୍ଷ : ଚୁପ୍‌, ନିରୁତ୍ତର, ପାଟିବନ୍ଦ

जो उत्तर न दे सके।

निरुत्तर छात्र एक दूसरे का मुँह देख रहे थे।
बच्चे के सवाल ने मुझे निरुत्तर कर दिया।
अनुत्तर, अनूतर, ज़बानबंद, निरुत्तर, बेजवाब, लाजवाब

ଅର୍ଥ : ଯେ କିଛି କହେ ନାହିଁ

ଉଦାହରଣ : ନିର୍ବାକ ବ୍ୟକ୍ତି ହୃଦୟରେ ବିଚାରଗୁଡ଼ିକର ମନ୍ଥନ ହେଉଥିଲା ତା କଥା ଶୁଣି ମୁଁ ଅବାକ୍‌ ହୋଇଗଲି

ସମକକ୍ଷ : ଅବାକ୍‌, ଚୁପ୍‌, ନିର୍ବଚନ, ନିର୍ବାକ, ବାକ୍‌ହୀନ, ମୌନ

जो कुछ न बोले।

मौन व्यक्ति के हृदय में विचारों का मंथन चल रहा था।
उसकी बात सुनकर मैं अवाक रह गया।
अनबोल, अनबोला, अनुत्तर, अनूतर, अबैन, अबोल, अलपत, अवाक, अवाकी, अवाक्, अवाक्क, अवागी, औंगा, ख़ामोश, खामोश, चुप, चुप्प, निभृत, निर्वचन, निर्वाक, मौन, शांत, शान्त

Expressed without speech.

A mute appeal.
A silent curse.
Best grief is tongueless.
The words stopped at her lips unsounded.
Unspoken grief.
Choking exasperation and wordless shame.
mute, tongueless, unspoken, wordless