ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଗରପାଳିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଗରପାଳିକା   ବିଶେଷ୍ୟ

ଅର୍ଥ : ଯେଉଁ ସଂସ୍ଥା ନଗର ରକ୍ଷଣାବେକ୍ଷଣ କରେ

ଉଦାହରଣ : ରମେଶ ନଗର ନିଗମରେ କାମ କରେ

ସମକକ୍ଷ : ନଗର ନିଗମ, ନିଗମ

वह संस्था जो नगर का खयाल रखती हो।

रमेश नगर निगम में काम करता है।
नगर निगम, निगम, महानगरपालिका

ଅର୍ଥ : କୌଣସି ଛୋଟ ସହର ବା ସହରରେ ରହୁଥିବା ଲୋକ ଯେଉଁମାନଙ୍କ ସ୍ଥାନୀୟ ସ୍ୱଶାସନ ରହିଥାଏ

ଉଦାହରଣ : ନଗରପାଳିକାଙ୍କ ସଭା ଚାଲୁଛି

ସମକକ୍ଷ : ନଗର ପାଳିକା

* किसी कस्बे या शहर में रहनेवाले लोग जिनका स्थानीय स्वशासन हो।

नगरपालिका की संगोष्ठी चल रही है।
नगर पालिका, नगरपालिका

People living in a town or city having local self-government.

municipality

ଅର୍ଥ : କୌଣସି ନଗରର ବୈଧାନିକ ଆଧାରରେ ନିର୍ବାଚିତ ପ୍ରତିନିଧିମାନଙ୍କର ଯେଉଁ ସମୂହ ସେହି ନଗରର ସ୍ୱାସ୍ଥ୍ୟ, ଶୁଚିତା, ସଡ଼କ, ଭବନନିର୍ମାଣ,ଜଳଯୋଗାଣ ଆଦି ଜନହିତକାରୀ କାର୍ଯ୍ୟର ସୁବ୍ୟବସ୍ଥା କରେ

ଉଦାହରଣ : ମୁମ୍ବାଈ ନଗରପଳିକା ଭାରତର ସବୁଠାରୁ ବଡ଼ ନଗରପଳିକା

ସମକକ୍ଷ : ମହାପାଳିକା, ମ୍ୟୁନିସିପାଲିଟି

किसी नगर के वैधानिक आधार पर चुने हुए प्रतिनिधियों का वह समूह जो उस नगर के स्वास्थ्य, शुचिता, सड़कों, भवन-निर्माण, जल-कल आदि लोकोपकारी कार्यों की व्यवस्था करती हो।

मुंबई नगरपालिका भारत की सबसे बड़ी नगरपालिका है।
नगर पालिका, नगर सभा, नगर-समिति, नगरपालिका, महापालिका, म्यूनिसिपैलिटी