ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିକୃଷ୍ଟତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିକୃଷ୍ଟତା   ବିଶେଷ୍ୟ

ଅର୍ଥ : ଅପ୍ରଧାନ ହେବାର ଅବସ୍ଥା ବା ଭାବ

ଉଦାହରଣ : ମୁଗଲ କାଳୀନ ସମାଜରେ ନାରୀର ଅପ୍ରଧାନତା ଥିଲା

ସମକକ୍ଷ : ଅପ୍ରଧାନତା, ଅମୁଖ୍ୟତା, ଗୌଣତା

अप्रधान होने की अवस्था या भाव।

मुगल कालीन समाज में नारी की अप्रधानता थी।
अप्रधानता, अप्रमुखता, अप्राथमिकता, गौणता

The state of being inferior.

inferiority, lower rank, lower status

ଅର୍ଥ : ନିକୃଷ୍ଟ ହେବା ଅବସ୍ଥା ବା ଭାବ

ଉଦାହରଣ : ଆପଣଙ୍କର ଖରାପ କାମ ଆପଣଙ୍କ ନିକୃଷ୍ଟତାକୁ ଦର୍ଶାଉଛି

ସମକକ୍ଷ : ଖଳତା, ନୀଚତା, ଶସ୍ତାପଣ

निकृष्ट होने की अवस्था या भाव।

आपका यह बुरा काम-धाम आपकी निकृष्टता को दर्शाता है।
अधमता, उछीड़, ओछापन, खलता, घटियापन, घटियापनी, निकृष्टता, सस्तापन, हलकापन, हल्कापन, हीनस्तरता

The quality of being cheaply imitative of something better.

shoddiness, trashiness

ଅର୍ଥ : ନିକୃଷ୍ଟତମ ହେବାର ଅବସ୍ଥା ବା ଭାବ

ଉଦାହରଣ : ଏଭଳି ବ୍ୟବହାର କରି ଆପଣ ନିଜ ହୀନମନ୍ୟତାର ପରିଚୟ ପ୍ରଦାନ କରୁଛନ୍ତି

ସମକକ୍ଷ : ଅଧମତା, ନୀଚ୍ଚମନ୍ୟତା, ହୀନମନ୍ୟତା

निकृष्टतम होने की अवस्था या भाव।

ऐसा व्यवहार करके आप अपने घटियापन का परिचय दे रहे हैं।
निकृष्टतमता

The quality of being unimportant and petty or frivolous.

pettiness, puniness, slightness, triviality

ଅର୍ଥ : ତଳ ଆଡ଼କୁ ଟାଣିବାର ପ୍ରକ୍ରିୟା

ଉଦାହରଣ : କିଛି ଲୋକଙ୍କୁ ଅନ୍ୟକୁ ଅପକର୍ଷ କରିଦେବାରେହିଁ ସୁଖ ମିଳେ

ସମକକ୍ଷ : ଅପକର୍ଷ, ହୀନତା

नीचे की ओर खींचने या गिराने की क्रिया।

यंत्र का अपकर्षण सातवें मंजिल से तीसरे मंजिल में किया गया।
अपकर्ष, अपकर्षण

Changing to a lower state (a less respected state).

debasement, degradation