ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହୀନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହୀନତା   ବିଶେଷ୍ୟ

ଅର୍ଥ : ତୁଚ୍ଛ ବା ନଗନ୍ୟ ହେବାର ଭାବ ବା ଅବସ୍ଥା

ଉଦାହରଣ : ଆମକୁ କୌଣସି କଥାପାଇଁ ତୁଚ୍ଛତା ଅନୁଭବ କରିବା ଅନୁଚିତ୍‌

ସମକକ୍ଷ : ଅସାରତା, ତୁଚ୍ଛତା, ନଗନ୍ୟତା

तुच्छ या नगण्य होने की अवस्था या भाव।

हमें किसी बात के लिए तुच्छता नहीं महसूस करनी चाहिए।
अकिंचनता, असारता, तुच्छता, नगण्यता, हलकापन, हल्कापन, हीनता

The state of being inferior.

inferiority, lower rank, lower status

ଅର୍ଥ : ତଳ ଆଡ଼କୁ ଟାଣିବାର ପ୍ରକ୍ରିୟା

ଉଦାହରଣ : କିଛି ଲୋକଙ୍କୁ ଅନ୍ୟକୁ ଅପକର୍ଷ କରିଦେବାରେହିଁ ସୁଖ ମିଳେ

ସମକକ୍ଷ : ଅପକର୍ଷ, ନିକୃଷ୍ଟତା

नीचे की ओर खींचने या गिराने की क्रिया।

यंत्र का अपकर्षण सातवें मंजिल से तीसरे मंजिल में किया गया।
अपकर्ष, अपकर्षण

Changing to a lower state (a less respected state).

debasement, degradation