ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧମତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧମତା   ବିଶେଷ୍ୟ

ଅର୍ଥ : ଦୁର୍ଜନ ହେବାର ଅବସ୍ଥା ବା ଭାବ

ଉଦାହରଣ : ଶଠତାଠାରୁ ଦୂରରେ ରୁହ

ସମକକ୍ଷ : ଅସାଧୁ, ଅସାଧୁତା, ଦୁର୍ଜ୍ଜନତା, ଦୁଷ୍ଟ, ନୀଚତା, ଶଠତା

The quality of being morally wrong in principle or practice.

Attempts to explain the origin of evil in the world.
evil, evilness

ଅର୍ଥ : ନିକୃଷ୍ଟତମ ହେବାର ଅବସ୍ଥା ବା ଭାବ

ଉଦାହରଣ : ଏଭଳି ବ୍ୟବହାର କରି ଆପଣ ନିଜ ହୀନମନ୍ୟତାର ପରିଚୟ ପ୍ରଦାନ କରୁଛନ୍ତି

ସମକକ୍ଷ : ନିକୃଷ୍ଟତା, ନୀଚ୍ଚମନ୍ୟତା, ହୀନମନ୍ୟତା

निकृष्टतम होने की अवस्था या भाव।

ऐसा व्यवहार करके आप अपने घटियापन का परिचय दे रहे हैं।
निकृष्टतमता

The quality of being unimportant and petty or frivolous.

pettiness, puniness, slightness, triviality

ଅର୍ଥ : ଅଧମ ବା ନୀଚହେବାର ଅବସ୍ଥା ବା ଭାବ

ଉଦାହରଣ : ଅଧମତାର ଉପରକୁ ଉଠିଲେହିଁ ସମାଜର ବିକାଶ ସମ୍ଭବ ଅଧମତା କାରଣରୁ ସମାଜରେ କୁପ୍ରବୃତ୍ତିର ପ୍ରସାର ଘଟୁଛି

ସମକକ୍ଷ : ଅପକୃଷ୍ଟତା, ଛୋଟପଣ, ଛୋଟଲୋକୀ, ନୀଚତା, ନୀଚପଣ

The quality of being morally wrong in principle or practice.

Attempts to explain the origin of evil in the world.
evil, evilness