ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାୟକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାୟକ   ବିଶେଷ୍ୟ

ଅର୍ଥ : ସାହିତ୍ୟଆଦିରେ ସେହି ପୁରୁଷ ଯାହାର ଚରିତ୍ର କୌଣସି କାବ୍ୟ, ନାଟକ ପ୍ରଭୃତିରେ ମୁଖ୍ୟରୂପରେ ଆସେ

ଉଦାହରଣ : ଏହି କାହାଣୀର ନାୟକ ଶେଷରେ ବୀରଗତି ପ୍ରାପ୍ତ ହୋଇଯାଏ

ସମକକ୍ଷ : ପ୍ରଧାନ ଚରିତ୍ର, ମୁଖ୍ୟ ଚରିତ୍ର, ମୁଖ୍ୟ ନାୟକ, ହିରୋ

साहित्य आदि में वह पुरुष जिसका चरित्र किसी काव्य, नाटक, आदि में मुख्य रूप से आया हो।

इस कहानी का नायक अंत में वीरगति को प्राप्त हो जाता है।
अंगी, नायक, प्रधान पात्र, सितारा, स्टार, हीरो

The principal character in a play or movie or novel or poem.

hero

ଅର୍ଥ : କୌଣସି କ୍ଷେତ୍ର ବା ବିଷୟରେ କାହାର ନେତୃତ୍ତ୍ୱ କରୁଥିବା ବ୍ୟକ୍ତି

ଉଦାହରଣ : ଅଟଳ ବିହାରୀ ବାଜପେୟୀ ଜଣେ କୁଶଳ ନେତା

ସମକକ୍ଷ : ନେତା

किसी क्षेत्र या विषय में किसी का नेतृत्व करने वाला व्यक्ति।

बाजपेयीजी एक कुशल नेता हैं।
अंगी, अगुआ, अगुवा, अमनैक, नायक, नेता, पुरोगामी, लीडर, सरदार

A person who rules or guides or inspires others.

leader

ଅର୍ଥ : କୌଣସି ଦଳ ବା ସମୂହର ପ୍ରଧାନ ବା ନାୟକ

ଉଦାହରଣ : ଅଟଳବିହାରୀ ବାଜପେୟୀ ଭାଜପାର ଦଳପତି

ସମକକ୍ଷ : ଅଧିନାୟକ, ଗଣନାୟକ, ଦଳନାୟକ, ଦଳପତି, ପ୍ରଧାନ, ଯୂଥପତି

वह जो किसी दल या समुदाय का प्रधान या नायक हो।

अटल बिहारी वाजपेयी भाजपा के दल नायक हैं।
अधिनाथ, अधिनायक, ख़्वाजा, ख्वाजा, गण नायक, चक्रवर्ती, दल नायक, दलपति, मलिक, यूथप, यूथपति, रावल, सरगना, सरग़ना, सरदार

The leader of a group of people.

A captain of industry.
captain, chieftain

ଅର୍ଥ : ଗୋଟିଏ ରାଗ

ଉଦାହରଣ : ନାୟକ ରାଗକୁ ଦୀପକ ରାଗର ପୁତ୍ର ରୂପେ ଜଣାଯାଏ

ସମକକ୍ଷ : ନାୟକ ରାଗ

एक राग।

नायक दीपक राग का पुत्र माना जाता है।
नायक

Any of various fixed orders of the various diatonic notes within an octave.

mode, musical mode