ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଳପତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଳପତି   ବିଶେଷ୍ୟ

ଅର୍ଥ : କୌଣସି ଦଳ ବା ସମୂହର ପ୍ରଧାନ ବା ନାୟକ

ଉଦାହରଣ : ଅଟଳବିହାରୀ ବାଜପେୟୀ ଭାଜପାର ଦଳପତି

ସମକକ୍ଷ : ଅଧିନାୟକ, ଗଣନାୟକ, ଦଳନାୟକ, ନାୟକ, ପ୍ରଧାନ, ଯୂଥପତି

वह जो किसी दल या समुदाय का प्रधान या नायक हो।

अटल बिहारी वाजपेयी भाजपा के दल नायक हैं।
अधिनाथ, अधिनायक, ख़्वाजा, ख्वाजा, गण नायक, चक्रवर्ती, दल नायक, दलपति, मलिक, यूथप, यूथपति, रावल, सरगना, सरग़ना, सरदार

The leader of a group of people.

A captain of industry.
captain, chieftain