ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାଡ଼ି   ବିଶେଷ୍ୟ

ଅର୍ଥ : ସ୍ରାବ ନିମନ୍ତେ ନଳି ଆକାରର ସଂରଚନା ଯେଉଁଥିରେ କିଛି ତରଳ ପଦାର୍ଥ ରହିଥାଏ

ଉଦାହରଣ : ଆମ ଶରୀରରେ କେତେ ପ୍ରକାରର ନାଡ଼ି ଥାଏ

ସମକକ୍ଷ : ନଳିକା, ବାହିନୀ ନଳିକା

स्रावों या उत्सर्जन के लिए वह नलिकाकार संरचना जिसमें कोई तरल होता है।

हमारे शरीर में कई तरह की वाहिकाएँ पायी जाती हैं।
ट्यूब, नलिका, नली, नाल, वाहिका, वाहिनी, वाहिनी नलिका

A bodily passage or tube lined with epithelial cells and conveying a secretion or other substance.

The tear duct was obstructed.
The alimentary canal.
Poison is released through a channel in the snake's fangs.
canal, channel, duct, epithelial duct

ଅର୍ଥ : ଶରୀରରୁ ହୃଦୟକୁ ରକ୍ତ ନେଉଥିବା ନାଡ଼ି

ଉଦାହରଣ : ଡାକ୍ତର ନାଡ଼ି ପରୀକ୍ଷା କରୁଛନ୍ତି

ସମକକ୍ଷ : ରକ୍ତ ବାହିକା

शरीर से रक्त को हृदय तक लाने या ले जाने वाली नली।

वैद्यजी नस का परीक्षण कर रहे हैं।
नस, नाड़ी, रक्त-वाहिका, रक्त-वाहिनी, रक्तवाहिका, रक्तवाहिनी, रग

Any bundle of nerve fibers running to various organs and tissues of the body.

nerve, nervus

ଅର୍ଥ : ସମଗ୍ର ଶରୀରରେ ସୂକ୍ଷ୍ମ ସ୍ନାୟୁର ପରିବ୍ୟାପ୍ତ ଜାଲ ଯାହାଦ୍ୱାରା ସ୍ପର୍ଶ, ଶୀତ, ବେଦନାଆଦିକୁ ଅନୁଭବ କରାଯାଏ

ଉଦାହରଣ : ନାଡ଼ି ଠିକ ଭାବରେ କାମ ନ କଲେ ପକ୍ଷାଘାତ ରୋଗହୁଏ

ସମକକ୍ଷ : ତନ୍ତ୍ରିକା, ସ୍ନାୟୁ

सारे शरीर में फैली हुई बहुत सूक्ष्म रज्जु की भाँति संरचना जिससे स्पर्श, शीत, ताप, वेदना आदि की अनुभूति होती है।

स्नायु के उचित रूप से काम न करने पर पक्षाघात का रोग होता है।
तंत्रिका, तंत्री, तन्त्रिका, तन्त्री, नर्व, नस, नाड़ी, स्नायु, स्नाव, स्नु

Any bundle of nerve fibers running to various organs and tissues of the body.

nerve, nervus