ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ପୌରାଣିକ ଅସ୍ତ୍ର ଯାହା ବିଷୟରେ କୁହାଯାଏ ଯେ ଏହା ଆଧୁନିକ ବନ୍ଧୁକ ସହିତ ସମାନ ଥିଲା
ଉଦାହରଣ : ନଳିକାରୁ ଗୁଳି ବା ଛୋଟଛୋଟ ତୀର ଛଡା ଯାଉଥିଲା
ସମକକ୍ଷ : ନଳୀ, ନାଳ, ନାଳକ
एक पौराणिक अस्त्र जिसके बारे में कहा जाता है कि यह आधुनिक बंदूक के समान होता था।
ଅର୍ଥ : ସ୍ରାବ ନିମନ୍ତେ ନଳି ଆକାରର ସଂରଚନା ଯେଉଁଥିରେ କିଛି ତରଳ ପଦାର୍ଥ ରହିଥାଏ
ଉଦାହରଣ : ଆମ ଶରୀରରେ କେତେ ପ୍ରକାରର ନାଡ଼ି ଥାଏ
ସମକକ୍ଷ : ନାଡ଼ି, ବାହିନୀ ନଳିକା
स्रावों या उत्सर्जन के लिए वह नलिकाकार संरचना जिसमें कोई तरल होता है।
A bodily passage or tube lined with epithelial cells and conveying a secretion or other substance.
ସଂସ୍ଥାପନ କରନ୍ତୁ