ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତନ୍ତ୍ରିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତନ୍ତ୍ରିକା   ବିଶେଷ୍ୟ

ଅର୍ଥ : ସମଗ୍ର ଶରୀରରେ ସୂକ୍ଷ୍ମ ସ୍ନାୟୁର ପରିବ୍ୟାପ୍ତ ଜାଲ ଯାହାଦ୍ୱାରା ସ୍ପର୍ଶ, ଶୀତ, ବେଦନାଆଦିକୁ ଅନୁଭବ କରାଯାଏ

ଉଦାହରଣ : ନାଡ଼ି ଠିକ ଭାବରେ କାମ ନ କଲେ ପକ୍ଷାଘାତ ରୋଗହୁଏ

ସମକକ୍ଷ : ନାଡ଼ି, ସ୍ନାୟୁ

सारे शरीर में फैली हुई बहुत सूक्ष्म रज्जु की भाँति संरचना जिससे स्पर्श, शीत, ताप, वेदना आदि की अनुभूति होती है।

स्नायु के उचित रूप से काम न करने पर पक्षाघात का रोग होता है।
तंत्रिका, तंत्री, तन्त्रिका, तन्त्री, नर्व, नस, नाड़ी, स्नायु, स्नाव, स्नु

Any bundle of nerve fibers running to various organs and tissues of the body.

nerve, nervus