ଅର୍ଥ : ଯେଉଁ ନଳାରେ ମଇଳା ପାଣି ବହେ
ଉଦାହରଣ :
ଘରଗୁଡ଼ିକର ନଳାପାଣି ଗଳିରେ ଜମା ହେଲେ ବିଭିନ୍ନ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ
ସମକକ୍ଷ : ନଳା
ଅର୍ଥ : ଯେଉଁ ଜଳମାର୍ଗରେ ବର୍ଷାପାଣି ବହେ
ଉଦାହରଣ :
ଲଗାଣ ବର୍ଷା ହେବାରୁ ନାଳଗୁଡ଼ିକ ଉଛୁଳି ପଡ଼ୁଛି
ଅର୍ଥ : ଏହି ବଡ଼ ନଳା ଯେଉଁଥିରେ ବର୍ଷା ପାଣି ବା ମଇଳା ପାଣିଆଦି ପ୍ରବାହିତ ହୁଏ
ଉଦାହରଣ :
ଏହି ନଳାର ପାଣି ସହରଠାରୁ ଦୂରରେ ଏକ ନଦୀରେ ଯାଇପଡ଼ିଛି
ସମକକ୍ଷ : ନଳା