ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ନଳାରେ ମଇଳା ପାଣି ବହେ
ଉଦାହରଣ : ଘରଗୁଡ଼ିକର ନଳାପାଣି ଗଳିରେ ଜମା ହେଲେ ବିଭିନ୍ନ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ
ସମକକ୍ଷ : ନାଳ
वह नाली जिसमें गंदा पानी बहता है।
A waste pipe that carries away sewage or surface water.
ଅର୍ଥ : ଜଳ ବୋହିଯିବାର ସରୁ ମାର୍ଗ ବା ଛୋଟ ନାଳ
ଉଦାହରଣ : ମଇଳା ଭର୍ତ୍ତି ହୋଇଯିବାହେତୁ ନାଳୀର ମୁହଁ ବନ୍ଦ ହୋଇଯାଇଛି
ସମକକ୍ଷ : ନାଳୀ, ପହଣି
जल बहने का पतला मार्ग या छोटा नाला।
ଅର୍ଥ : ଏହି ବଡ଼ ନଳା ଯେଉଁଥିରେ ବର୍ଷା ପାଣି ବା ମଇଳା ପାଣିଆଦି ପ୍ରବାହିତ ହୁଏ
ଉଦାହରଣ : ଏହି ନଳାର ପାଣି ସହରଠାରୁ ଦୂରରେ ଏକ ନଦୀରେ ଯାଇପଡ଼ିଛି
वह बड़ी नाली जिससे वर्षा का पानी या मैला पानी आदि बहता है।
A channel along the eaves or on the roof. Collects and carries away rainwater.
ଅର୍ଥ : କୌଣସି ଜିନିଷ ମଝିରେ ଥିବା ଖାଲି ଯାଗା
ଉଦାହରଣ : ଜଳା ବାଟ ଦେଇ ସାପଟି ଘରେ ପ୍ରବେଶ କଲା
ସମକକ୍ଷ : କଣା, ଛିଦ୍ର, ଜଳା, ଫୋଡ଼, ବିନ୍ଧ, ରନ୍ଧ୍ର
किसी चीज़ के बीच में खाली जगह।
An opening into or through something.
ସଂସ୍ଥାପନ କରନ୍ତୁ