ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାଲିଫିତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାଲିଫିତା   ବିଶେଷ୍ୟ

ଅର୍ଥ : ସରକାରୀ କାର୍ଯ୍ୟାଳୟରେ କାଗଜ-ପତ୍ର,ନଥି ଅଦି ଯାହା ଲାଲରଙ୍ଗର ପଟି ବା ଫିତାରେ ବନ୍ଧା ଯାଏ

ଉଦାହରଣ : ନକଲନବିସ ନାଲିଫିତାରେ ଛପି ରହିଥିବା ଦସ୍ତାବିଜ୍କୁ ଖୋଲୁଛି

ସମକକ୍ଷ : ନାଲି ଫିତା

लाल रंग की पट्टी या फीता जिससे सरकारी कार्यालयों में कागज-पत्र, नत्थियाँ आदि बाँधी जाती हैं।

लिपिक लालफ़ीते में लिपटे दस्तावेज़ों को खोल रहा है।
लाल फ़ीता, लाल फीता, लालफ़ीता, लालफीता

Notion consisting of a narrow strip of fine material used for trimming.

ribbon

ଅର୍ଥ : ସେହି ତନ୍ତ୍ର ଯେଉଁଥିରେ ମନମୁଖି ଭାବରେ ଅବହେଳାପୂର୍ଣ୍ଣ କାର୍ଯ୍ୟ ଯାହା ବିଶୃଙ୍ଖଳତାର ସହ ଅଧା ରହେ ବା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପ୍ତ ହୋଇନପାରି ଆବଶ୍ୟକତାଠାରୁ ଅଧିକ ସମୟ ନେଉଥିବା ଶାସନ ପ୍ରଣାଳୀ

ଉଦାହରଣ : କେତେକ ପ୍ରମୁଖ ମହତ୍ବପୂର୍ଣ୍ଣ ଯୋଜନା ଉପରେ ନାଲିଫିତାର ମନ୍ଦ ପ୍ରଭାବ ପଡୁଛି

वह तंत्र जिसमें मनमाने तरीके से उपेक्षा करते हुए कोई कार्य आदि अशृंखलाबद्ध तरीके से लटका रहता है यानि समय पर पूरा नहीं होता है या आवश्यकता से अधिक समय लेने वाली शासन प्रणाली।

कई सारी महत्त्वपूर्ण योजनाओं पर लालफीताशाही का बुरा असर पड़ रहा है।
दफ़्तरशाही, दफ्तरशाही, लालफ़ीता शाही, लालफ़ीताशाही, लालफीता शाही, लालफीताशाही

Needlessly time-consuming procedure.

bureaucratic procedure, red tape