ଲାକ୍ଷଣିକ ଏବଂ ବ୍ୟଙ୍ଗାତ୍ମକ ରୂପେ ସରକାରୀ କାର୍ଯ୍ୟର ସମ୍ପାଦନ, ନିର୍ଣ୍ଣୟ ଆଦିରେ ଲାଗୁଥିବା ଅନାବଶ୍ୟକ ବିଳମ୍ବ
ଦେଶର ପ୍ରଗତିରେ ସବୁଠାରୁ ବଡ ଅବରୋଧକ ହେଉଛି ଲାଲଫିତା
ରେଡଟେପ୍,
ଲାଲଫିତା
ସେହି ତନ୍ତ୍ର ଯେଉଁଥିରେ ମନମୁଖି ଭାବରେ ଅବହେଳାପୂର୍ଣ୍ଣ କାର୍ଯ୍ୟ ଯାହା ବିଶୃଙ୍ଖଳତାର ସହ ଅଧା ରହେ ବା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପ୍ତ ହୋଇନପାରି ଆବଶ୍ୟକତାଠାରୁ ଅଧିକ ସମୟ ନେଉଥିବା ଶାସନ ପ୍ରଣାଳୀ
କେତେକ ପ୍ରମୁଖ ମହତ୍ବପୂର୍ଣ୍ଣ ଯୋଜନା ଉପରେ ନାଲିଫିତାର ମନ୍ଦ ପ୍ରଭାବ ପଡୁଛି
ନାଲିଫିତା