ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାଚିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାଚିବା   କ୍ରିୟାପଦ

ଅର୍ଥ : ପ୍ରସନ୍ନତା ପୂର୍ବକ ନାଚିଉଠିବା

ଉଦାହରଣ : ଚାକିରି ମିଳିଥିବା ଖବର ପାଇ ମନୋହର ନାଚିବାକୁ ଲାଗିଲା

प्रसन्नतापूर्वक उछलना-कूदना।

नौकरी मिलने की ख़बर पाकर मनोहर नाचने लगा।
नाचना

Skip, leap, or move up and down or sideways.

Dancing flames.
The children danced with joy.
dance

ଅର୍ଥ : ସଙ୍ଗୀତ ସହିତ ତାଳ ସ୍ୱର ଅନୁସାରେ ବା ଏଭଳି ହାବ-ଭାବ ଦେଖାଇ କୁଦିବା, ଡେଇଁବା ଏବଂ ଏହି ପ୍ରକାରର ଅନ୍ୟ ଚେଷ୍ଟା କରିବା

ଉଦାହରଣ : ସେ ବହୁତ ଭଲ ନାଚୁଥିଲା

ସମକକ୍ଷ : ନୃତ୍ୟ କରିବା

संगीत के साथ ताल स्वर के अनुसार या ऐसे ही हाव-भाव दिखाते हुए उछलना,घूमना और इसी प्रकार की दूसरी चेष्टाएँ करना।

वह बहुत ही अच्छा नाच रही थी।
नाचना, नितना, निर्जना, नृत्य करना

Move in a graceful and rhythmical way.

The young girl danced into the room.
dance

ଅର୍ଥ : କୌଣସି ବସ୍ତୁର ବିନା ସ୍ଥାନ ପରିବର୍ତ୍ତନରେ ନିଜ ଚାରିପଟେ ବୁଲିବା

ଉଦାହରଣ : ପୃଥିବୀ ନିଜ ଚାରିପଟେ ଘୁରୁଛି ଭଅଁର ମାଟିରେ ନାଚୁଛି

ସମକକ୍ଷ : ଘୂରିବା, ଚକକର ମାରିବା, ଚକରି ଖାଇବା, ଭଉଁରି କାଟିବା

किसी वस्तु का बिना स्थान बदले या अपनी ही धुरी पर चक्कर खाना।

पृथ्वी अपनी धुरी पर घूमती है।
भौंरा ज़मीन पर नाच रहा है।
घूमना, घूर्णित होना, चक्कर खाना, नाचना

Revolve quickly and repeatedly around one's own axis.

The dervishes whirl around and around without getting dizzy.
gyrate, reel, spin, spin around, whirl