ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୂରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୂରିବା   କ୍ରିୟାପଦ

ଅର୍ଥ : ଦିଗ ପରିବର୍ତ୍ତନ କରିବା

ଉଦାହରଣ : ସେ ଘରୁ ବିଦ୍ୟାଳୟ ଆଡ଼କୁ ବାହାରିଲା କିନ୍ତୁ ଗାଡ଼ିଆଆଡ଼କୁ ମୋଡ଼ିଗଲା

ସମକକ୍ଷ : ବୁଲିବା, ମୋଡ଼ିବା

दिशा परिवर्तित करना।

वह घर से विद्यालय जाने के लिए निकला लेकिन तालाब की ओर मुड़ गया।
घूमना, मुड़ना

Change orientation or direction, also in the abstract sense.

Turn towards me.
The mugger turned and fled before I could see his face.
She turned from herself and learned to listen to others' needs.
turn

ଅର୍ଥ : କୌଣସି ବସ୍ତୁର ବିନା ସ୍ଥାନ ପରିବର୍ତ୍ତନରେ ନିଜ ଚାରିପଟେ ବୁଲିବା

ଉଦାହରଣ : ପୃଥିବୀ ନିଜ ଚାରିପଟେ ଘୁରୁଛି ଭଅଁର ମାଟିରେ ନାଚୁଛି

ସମକକ୍ଷ : ଚକକର ମାରିବା, ଚକରି ଖାଇବା, ନାଚିବା, ଭଉଁରି କାଟିବା

किसी वस्तु का बिना स्थान बदले या अपनी ही धुरी पर चक्कर खाना।

पृथ्वी अपनी धुरी पर घूमती है।
भौंरा ज़मीन पर नाच रहा है।
घूमना, घूर्णित होना, चक्कर खाना, नाचना

Revolve quickly and repeatedly around one's own axis.

The dervishes whirl around and around without getting dizzy.
gyrate, reel, spin, spin around, whirl