ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୃତ୍ୟ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନୃତ୍ୟ କରିବା   କ୍ରିୟାପଦ

ଅର୍ଥ : ସଙ୍ଗୀତ ସହିତ ତାଳ ସ୍ୱର ଅନୁସାରେ ବା ଏଭଳି ହାବ-ଭାବ ଦେଖାଇ କୁଦିବା, ଡେଇଁବା ଏବଂ ଏହି ପ୍ରକାରର ଅନ୍ୟ ଚେଷ୍ଟା କରିବା

ଉଦାହରଣ : ସେ ବହୁତ ଭଲ ନାଚୁଥିଲା

ସମକକ୍ଷ : ନାଚିବା

संगीत के साथ ताल स्वर के अनुसार या ऐसे ही हाव-भाव दिखाते हुए उछलना,घूमना और इसी प्रकार की दूसरी चेष्टाएँ करना।

वह बहुत ही अच्छा नाच रही थी।
नाचना, नितना, निर्जना, नृत्य करना

Move in a graceful and rhythmical way.

The young girl danced into the room.
dance