ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପହଣି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପହଣି   ବିଶେଷ୍ୟ

ଅର୍ଥ : ଜଳସେଚନ ପାଇଁ ଖେତରେ କରାଯାଇଥିବା ଛୋଟ ନାଳୀ

ଉଦାହରଣ : ଚାଷୀ ତା ଅସମତଳ ଖେତରେ ପାଣି ମଡ଼ାଇବାପାଇଁ ପହଣି ତିଆରି କରୁଛି

खेतों में सिंचाई के लिए बनायी जानेवाली छोटी नाली।

किसान अपने असमतल खेत की सिंचाई करने के लिए बरहा बना रहा है।
बरहा

A passage for water (or other fluids) to flow through.

The fields were crossed with irrigation channels.
Gutters carried off the rainwater into a series of channels under the street.
channel

ଅର୍ଥ : ଜଳ ବୋହିଯିବାର ସରୁ ମାର୍ଗ ବା ଛୋଟ ନାଳ

ଉଦାହରଣ : ମଇଳା ଭର୍ତ୍ତି ହୋଇଯିବାହେତୁ ନାଳୀର ମୁହଁ ବନ୍ଦ ହୋଇଯାଇଛି

ସମକକ୍ଷ : ନଳା, ନାଳୀ

जल बहने का पतला मार्ग या छोटा नाला।

कचड़ा भर जाने के कारण नाली का मुँह बंद हो गया है।
कुलाबा, नाली, मोरी

A waste pipe that carries away sewage or surface water.

cloaca, sewer, sewerage