ଅର୍ଥ : କୌଣସି ନଗରର ବୈଧାନିକ ଆଧାରରେ ନିର୍ବାଚିତ ପ୍ରତିନିଧିମାନଙ୍କର ଯେଉଁ ସମୂହ ସେହି ନଗରର ସ୍ୱାସ୍ଥ୍ୟ, ଶୁଚିତା, ସଡ଼କ, ଭବନନିର୍ମାଣ,ଜଳଯୋଗାଣ ଆଦି ଜନହିତକାରୀ କାର୍ଯ୍ୟର ସୁବ୍ୟବସ୍ଥା କରେ
ଉଦାହରଣ :
ମୁମ୍ବାଈ ନଗରପଳିକା ଭାରତର ସବୁଠାରୁ ବଡ଼ ନଗରପଳିକା
ସମକକ୍ଷ : ନଗରପାଳିକା, ମ୍ୟୁନିସିପାଲିଟି