ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧ୍ୟାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧ୍ୟାନ   ବିଶେଷ୍ୟ

ଅର୍ଥ : କୌଣସି କଥା ବା କାମରେ ମନ ଲଗାଇବାର ଦଶା ବା ଭାବ

ଉଦାହରଣ : ରମେଶ ଖୁବ ଧ୍ୟାନର ସହିତ ପଢ଼େ

ସମକକ୍ଷ : ଅଭିନିବେଶ, ମନଯୋଗ

किसी बात या कार्य में मन के लीन होने की दशा या भाव।

रमेश बड़े ध्यान से पढ़ता है।
अभिनिवेश, ग़ौर, गौर, ध्यान, प्रहाण, फोकस, मनोन्नियोग, मनोयोग

Attention.

Don't pay him any mind.
mind

ଅର୍ଥ : ଅଲୌକିକ ସତ୍ତାର ଲଗାତାର କିଛି ସମୟ ପର୍ଯ୍ୟନ୍ତ ହେଉଥିବା ଗମ୍ଭୀର ମନନ କିମ୍ବା ଚିନ୍ତନ ଯାହା ଯୋଗର ସପ୍ତମ କିମ୍ବା ସମାଧିର ପୂର୍ବ ଅଙ୍ଗ ଭାବରେ ଗ୍ରହଣ କରାଯାଏ

ଉଦାହରଣ : ସାଧୁ ଧ୍ୟାନଯୋଗରେ ମଗ୍ନ

ସମକକ୍ଷ : ଧ୍ୟାନ ଯୋଗ

किसी विषय, विशेषतः धार्मिक विषय या अलौकिक सत्ता का लगातार कुछ समय तक होने वाला गंभीर मनन या चिंतन जो योग का सातवाँ तथा समाधि के पूर्व का अंग माना जाता है।

संतजी ध्यानयोग में लीन है।
जोग, ध्यान, ध्यानयोग, योग

Continuous and profound contemplation or musing on a subject or series of subjects of a deep or abstruse nature.

The habit of meditation is the basis for all real knowledge.
meditation, speculation

ଅର୍ଥ : କାହାରିକୁ ଉପେକ୍ଷା ନ କରିବା ଭାବ

ଉଦାହରଣ : ସେ ବଡ଼ମାନଙ୍କ କଥାରେ ଧ୍ୟାନ ନ ଦେଇ ନିଜର ଇଚ୍ଛା ଅନୁସାରେ କାମ କରୁଛି

किसी को उपेक्षित न करने का भाव।

वह बड़ों की बातों पर ध्यान न देते हुए अपनी मनमानी करता है।
खयाल, ख़याल, ख़्याल, ख्याल, तवज्जह, तवज्जो, तवज्जोह, ध्यान, परवाह, मुलाहज़ा, मुलाहजा, मुलाहिज़ा, मुलाहिजा, लिहाज, लिहाज़

Paying particular notice (as to children or helpless people).

His attentiveness to her wishes.
He spends without heed to the consequences.
attentiveness, heed, paying attention, regard