ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନଯୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନଯୋଗ   ବିଶେଷ୍ୟ

ଅର୍ଥ : କୌଣସି କଥା ବା କାମରେ ମନ ଲଗାଇବାର ଦଶା ବା ଭାବ

ଉଦାହରଣ : ରମେଶ ଖୁବ ଧ୍ୟାନର ସହିତ ପଢ଼େ

ସମକକ୍ଷ : ଅଭିନିବେଶ, ଧ୍ୟାନ

किसी बात या कार्य में मन के लीन होने की दशा या भाव।

रमेश बड़े ध्यान से पढ़ता है।
अभिनिवेश, ग़ौर, गौर, ध्यान, प्रहाण, फोकस, मनोन्नियोग, मनोयोग

Attention.

Don't pay him any mind.
mind

ଅର୍ଥ : ଏକାଗ୍ର ମନରେ କୌଣସି କାର୍ଯ୍ୟ କରିବା

ଉଦାହରଣ : ମନଯୋଗ ବିନା ସଫଳତା ମିଳିବା ଅସମ୍ଭବ

ସମକକ୍ଷ : ଅବଧାନ

मन एकाग्र करके किसी एक ओर लगाने की क्रिया।

मनोयोग के बिना सफलता नहीं मिलती।
अवधान, अवधि, मनोयोग

Complete attention. Intense mental effort.

absorption, concentration, engrossment, immersion