ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧର୍ମଗୁରୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧର୍ମଗୁରୁ   ବିଶେଷ୍ୟ

ଅର୍ଥ : ଧର୍ମ ସମ୍ପର୍କରେ ଶିକ୍ଷା ଦେଉଥିବା ବ୍ୟକ୍ତି

ଉଦାହରଣ : ଏହି ଧର୍ମ ସମ୍ମେଳନରେ କେତେଜଣ ଦିଗ୍ଗଜ ଧର୍ମଗୁରୁ ଭାଗ ନେଉଛନ୍ତି

ସମକକ୍ଷ : ଧର୍ମ ଉପଦେଶକ, ଧର୍ମାଚାର୍ଯ୍ୟ

धर्म संबंधी शिक्षा देने वाला व्यक्ति।

इस धर्म सम्मेलन में कई दिग्गज धर्मगुरु भाग ले रहे हैं।
गुरु, धर्म शिक्षक, धर्मगुरु, धर्माचार्य

A Hindu or Buddhist religious leader and spiritual teacher.

guru