ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦ୍ୱେଷହୀନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦ୍ୱେଷହୀନତା   ବିଶେଷ୍ୟ

ଅର୍ଥ : ଈର୍ଷାହୀନ ହେବାର ଅବସ୍ଥା ବା ଭାବ

ଉଦାହରଣ : ଈର୍ଷାହୀନତାରେ ସମାଜର ଶାନ୍ତି ଓ ସଦ୍‌ଭାବନା ଫୁଟି ଉଠେ

ସମକକ୍ଷ : ଅନସୂୟା, ଈର୍ଷାହୀନତା

ईर्ष्याहीन होने की अवस्था या भाव।

ईर्ष्याहीनता से समाज में शांति और सद्भावना पनपती है।
अनसूया, ईर्ष्याहीनता, द्वेषहीनता

A particular moral excellence.

virtue

ଅର୍ଥ : ଦ୍ୱେଷ ବା ବୈର ନହେବାର ଅବସ୍ଥା ବା ଭାବ

ଉଦାହରଣ : ଯେଉଁ ସମାଜରେ ଦ୍ୱେଷହୀନତା ଅଛି, ତାହା ବିକାଶ ପଥରେ ଅଗ୍ରସର ହୋଇଥାଏ

ସମକକ୍ଷ : ଅଦ୍ୱେଷ

द्वेष या बैर न होने की अवस्था या भाव।

जिस समाज में सौमनस्य हो,वह विकास के पथ पर अग्रसर रहता है।
अद्रोह, अद्वेष, द्वेषहीनता, भलमनसाहत, सौमनस्य

Acting in a manner that is gentle and mild and even-tempered.

His fingers have learned gentleness.
Suddenly her gigantic power melted into softness for the baby.
Even in the pulpit there are moments when mildness of manner is not enough.
gentleness, mildness, softness