ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଈର୍ଷାହୀନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଈର୍ଷାହୀନତା   ବିଶେଷ୍ୟ

ଅର୍ଥ : ଈର୍ଷାହୀନ ହେବାର ଅବସ୍ଥା ବା ଭାବ

ଉଦାହରଣ : ଈର୍ଷାହୀନତାରେ ସମାଜର ଶାନ୍ତି ଓ ସଦ୍‌ଭାବନା ଫୁଟି ଉଠେ

ସମକକ୍ଷ : ଅନସୂୟା, ଦ୍ୱେଷହୀନତା

ईर्ष्याहीन होने की अवस्था या भाव।

ईर्ष्याहीनता से समाज में शांति और सद्भावना पनपती है।
अनसूया, ईर्ष्याहीनता, द्वेषहीनता

A particular moral excellence.

virtue