ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦ୍ୱନ୍ଦ ସମାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦ୍ୱନ୍ଦ ସମାସ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ସମାସ ଯେଉଁଥିରେ ଦୁଇ ପଦଯାକ ପ୍ରଧାନ ହୋଇଥାଏ ଏବଂ ସେଗୁଡ଼ିକର ଗୋଟିଏ କ୍ରିୟାସହିତ ଅନ୍ୱୟ ହୋଇଥାଏ

ଉଦାହରଣ : ମାତା-ପିତା, ରାଜା-ରାଣୀ ଆଦି ଦ୍ୱନ୍ଦ ସମାସର ଉଦାହରଣ

ସମକକ୍ଷ : ଦ୍ୱନ୍ଦ

एक प्रकार का समास जिसमें दोनों पद प्रधान होते हैं और उनका अन्वय एक ही क्रिया के साथ होता है।

माता-पिता,राजा-रानी आदि द्वंद्व के उदाहरण हैं।
द्वंद्व, द्वंद्व समास, द्वन्द्व