ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦ୍ରଷ୍ଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦ୍ରଷ୍ଟା   ବିଶେଷ୍ୟ

ଅର୍ଥ : କୌଣସିଠାରେ ଉପସ୍ଥିତ ରହି କିଛି କାମ ଓ ବସ୍ତୁକୁ ଯିଏ ଦେଖେ

ଉଦାହରଣ : ନାଟକ ଆରମ୍ଭ ହେବା ପୂର୍ବରୁ ହିଁ ଦର୍ଶକମାନଙ୍କଦ୍ୱାରା ନାଟ୍ୟ ଗୃହ ଭର୍ତ୍ତି ହୋଇଯାଇଥିଲା

ସମକକ୍ଷ : ଦର୍ଶକ, ଦେଖଣାହାରୀ

वह जो कहीं उपस्थित होकर कोई काम, वस्तु आदि देखता हो।

नाटक शुरू होने से पहले ही नाट्य-गृह दर्शकों से खचाखच भर गया था।
आलोचक, ईक्षक, दर्शक, द्रष्टा, नाज़िर, नाजिर, पेखक, प्रेक्षक

ଦ୍ରଷ୍ଟା   ବିଶେଷଣ

ଅର୍ଥ : ଦେଖିବା ବ୍ୟକ୍ତି

ଉଦାହରଣ : ଷ୍ଟାଡିୟମ ଦର୍ଶକମାନଙ୍କ ଭିଡରେ ପୂରାପୂରି ଭର୍ତ୍ତି ହୋଇଯାଇଛି

ସମକକ୍ଷ : ଦର୍ଶକ, ଦେଖେଣାହାରୀ

देखने वाला।

स्टेडियम दर्शक जनों की भीड़ से खचाखच भरी है।
अवलोकक, दर्शक, द्रष्टा, नाज़िर, नाजिर, प्रेक्षक