ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦର୍ଶକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦର୍ଶକ   ବିଶେଷ୍ୟ

ଅର୍ଥ : ଗଲ୍ଫ ବା ଟେନିସ୍ ମ୍ୟାଚର ଦର୍ଶକ

ଉଦାହରଣ : ଦେଖେଣାହାରୀ ରହିରହି ଖେଳାଳିଙ୍କ ମନୋବଳ ବଢ଼ାଉଥିଲେ

ସମକକ୍ଷ : ଦେଖେଣାହାରୀ

गोल्फ या टेनिस मैच के दर्शक।

गैलरी रह रहकर खिलाड़ियों का मनोबल बढ़ा रही थी।
गैलरी

Spectators at a golf or tennis match.

gallery

ଅର୍ଥ : କୌଣସିଠାରେ ଉପସ୍ଥିତ ରହି କିଛି କାମ ଓ ବସ୍ତୁକୁ ଯିଏ ଦେଖେ

ଉଦାହରଣ : ନାଟକ ଆରମ୍ଭ ହେବା ପୂର୍ବରୁ ହିଁ ଦର୍ଶକମାନଙ୍କଦ୍ୱାରା ନାଟ୍ୟ ଗୃହ ଭର୍ତ୍ତି ହୋଇଯାଇଥିଲା

ସମକକ୍ଷ : ଦେଖଣାହାରୀ, ଦ୍ରଷ୍ଟା

वह जो कहीं उपस्थित होकर कोई काम, वस्तु आदि देखता हो।

नाटक शुरू होने से पहले ही नाट्य-गृह दर्शकों से खचाखच भर गया था।
आलोचक, ईक्षक, दर्शक, द्रष्टा, नाज़िर, नाजिर, पेखक, प्रेक्षक

ଅର୍ଥ : ଭମ୍ରଣ ଉଦ୍ଦେଶ୍ୟରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଉଥିବା ଯାତ୍ରୀ

ଉଦାହରଣ : ତାଜମହଲ ଦେଖିବାପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି

ସମକକ୍ଷ : ପର୍ଯ୍ୟଟକ, ଯାତ୍ରୀ

घूमने के उद्देश्य से एक जगह से दूसरी जगह पर जानेवाला यात्री।

ताजमहल देखने के लिए हर साल लाखों पर्यटक आते हैं।
पर्यटक, सैलानी

Someone who travels for pleasure.

holidaymaker, tourer, tourist

ଅର୍ଥ : ଯେ ଦର୍ଶନ କରେ

ଉଦାହରଣ : ଶ୍ରାବଣମାସରେ ସବୁ ଶିବ ମନ୍ଦିରରେ ଦର୍ଶନାର୍ଥୀମାନଙ୍କର ଭିଡ଼ ବଢ଼ିଥାଏ

ସମକକ୍ଷ : ଦର୍ଶନକାରୀ, ଦର୍ଶନାଭିଳାଷୀ, ଦର୍ଶନାର୍ଥୀ

वह जो दर्शन करता हो।

सावन में शिव मंदिरों में दर्शनार्थियों की भीड़ बढ़ जाती है।
दर्शनाभिलाषी, दर्शनार्थी

ଦର୍ଶକ   ବିଶେଷଣ

ଅର୍ଥ : ଦେଖିବା ବ୍ୟକ୍ତି

ଉଦାହରଣ : ଷ୍ଟାଡିୟମ ଦର୍ଶକମାନଙ୍କ ଭିଡରେ ପୂରାପୂରି ଭର୍ତ୍ତି ହୋଇଯାଇଛି

ସମକକ୍ଷ : ଦେଖେଣାହାରୀ, ଦ୍ରଷ୍ଟା

देखने वाला।

स्टेडियम दर्शक जनों की भीड़ से खचाखच भरी है।
अवलोकक, दर्शक, द्रष्टा, नाज़िर, नाजिर, प्रेक्षक