ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାଙ୍କ ଉପରେ କେହି ଅଭିଯୋଗ ବା ମକଦ୍ଦମା କରିଛି
ଉଦାହରଣ : ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର ହୋଇଗଲା
ସମକକ୍ଷ : ଅଭିଯୁକ୍ତ, ମୁଦାଲା
वह जिस पर कोई अभियोग लगाया या मुकदमा चलाया गया हो।
A defendant in a criminal proceeding.
ଅର୍ଥ : ଯିଏ କିଛି ଅପରାଧ କରିଛି
ଉଦାହରଣ : ଦୁଇଜଣ ଅପରାଧୀ ପୁଲିସର ଲଢ଼େଇରେ ମରିଗଲେ
ସମକକ୍ଷ : ଅପରାଧୀ, ଆସାମୀ
वह जिसने कोई अपराध किया हो।
ଅର୍ଥ : ନ୍ୟାୟାଳୟରେ ଯାହାକୁ ଦୋଷୀ ବୋଲି ସାବ୍ୟସ୍ତ କରାଯାଇଛି
ଉଦାହରଣ : ଦୋଷୀ ଦଣ୍ଡ କମ୍ ପାଇବାପାଇଁ ପ୍ରାର୍ଥନା କରିଆସୁଛି କିନ୍ତୁ ନ୍ୟାୟାଧୀଶ ତାର କୌଣସି କଥା ଶୁଣିଲେ ନାହିଁ
ସମକକ୍ଷ : ଅଭିଯୁକ୍ତ
न्यायालय में जिसका दोषी होना सिद्ध हो गया हो।
ଅର୍ଥ : ଯେ ଅପରାଧରେ ଜଡ଼ିତ
ଉଦାହରଣ : ପୋଲିସ୍ ଦୁଇଜଣ ଅପରାଧୀଙ୍କୁ ଗିରଫ କଲା
ସମକକ୍ଷ : ଅପରାଧୀ
जो अपराध में लगा हुआ हो या जो स्वभाव से ही अपराध करने वाला या अपराधों की ओर प्रवृत्त होने वाला हो।
Involving or being or having the nature of a crime.
ଅର୍ଥ : ଯାହା ଉପରେ ଅପରାଧର ଦୋଷାରୋପ ହୋଇଛି
ଉଦାହରଣ : ଦୋଷୀବ୍ୟକ୍ତିକୁ ପୋଲିସ ଧରି ନେଇଗଲେ
ସମକକ୍ଷ : ଦୋଷାରୋପିତ
जिस पर अपराध का अधिरोप हुआ हो।
ଅର୍ଥ : ଯାହାଉପରେ ଦୋଷାରୋପ ହୋଇଛି
ଉଦାହରଣ : ଦୋଷୀ ବ୍ୟକ୍ତିର କିଛି ଠିକଣା ନାହିଁ
ସମକକ୍ଷ : ଆରୋପୀ, ଦୋଷକାରୀ, ଦୋଷଯୁକ୍ତ, ଦୋଷାଶ୍ରିତ
जिस पर आरोप लगा हो।
ଅର୍ଥ : ଯେ କୌଣସି ଅପରାଧ କରିଛି
ଉଦାହରଣ : ଅପରାଧୀକୁ ଦଣ୍ଡ ମିଳିବା ଉଚିତ୍
ସମକକ୍ଷ : ଅପରାଧକର୍ତ୍ତା, ଅପରାଧୀ
जिसने कोई ऐसा अपराध किया हो जो विधि या विधान के विरुद्ध हो।
Responsible for or chargeable with a reprehensible act.
ସଂସ୍ଥାପନ କରନ୍ତୁ