ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆସାମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆସାମୀ   ବିଶେଷ୍ୟ

ଅର୍ଥ : ଆସାମ ରାଜ୍ୟର ନିବାସୀ

ଉଦାହରଣ : କେତେଜଣ ଅହମିୟା ମୋର ଭଲ ମିତ୍ର

ସମକକ୍ଷ : ଅହମିୟା

ଅର୍ଥ : ଯିଏ କିଛି ଅପରାଧ କରିଛି

ଉଦାହରଣ : ଦୁଇଜଣ ଅପରାଧୀ ପୁଲିସର ଲଢ଼େଇରେ ମରିଗଲେ

ସମକକ୍ଷ : ଅପରାଧୀ, ଦୋଷୀ

वह जिसने कोई अपराध किया हो।

दो अपराधी पुलिस मुठभेड़ में मारे गए।
अपराध कर्ता, अपराध-कर्ता, अपराधकर्ता, अपराधी, असामी, क़सूरवार, गुनहगार, गुनाहकार, गुनाहगार, गुनाही, मुजरिम

ଆସାମୀ   ବିଶେଷଣ

ଅର୍ଥ : ଯାହା ଆସାମ ସମ୍ବନ୍ଧୀୟ ବା ଆସାମର

ଉଦାହରଣ : ମୋର ଜେଜେ ବହୁତ ବର୍ଷ ଆସାମରେ କଟାଇଛନ୍ତି ତେଣୁ ତାଙ୍କର ଅସମିଆ ସଂସ୍କୃତିରେ ଭଲ ଜ୍ଞାନ ରହିଛି

ସମକକ୍ଷ : ଅସମିଆ

जो असम का या वहाँ के निवासी, भाषा, संस्कृति इत्यादि से संबंधित हो।

मेरे दादाजी ने कई साल असम में गुजारे हैं अस्तु उनको असमिया संस्कृति का अच्छा ज्ञान है।
ब्रह्मपुत्र नदी के किनारे बसी आसामी जनता बाढ़ से पीड़ित रहती है।
असमिया, आसामी

ଅର୍ଥ : ଆସାମୀ ଭାଷା ସଂବନ୍ଧିତ ବା ଆସାମୀ ଭାଷାର

ଉଦାହରଣ : ତାର ଆସାମୀ ସାହିତ୍ୟରେ କୌଣସି ଜ୍ଞାନ ନାହିଁ

ଅର୍ଥ : ଆସାମରେ ରହିବା ବ୍ୟକ୍ତି

ଉଦାହରଣ : ବ୍ରହ୍ମପୁତ୍ର ନଦୀକୂଳରେ ଥିବା ଆସାମୀ ଲୋକେ ନଦୀବଢ଼ିରେ ପୀଡ଼ିତ ହୁଅନ୍ତି