ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିଯୁକ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିଯୁକ୍ତ   ବିଶେଷ୍ୟ

ଅର୍ଥ : ଯାହାଙ୍କ ଉପରେ କେହି ଅଭିଯୋଗ ବା ମକଦ୍ଦମା କରିଛି

ଉଦାହରଣ : ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର ହୋଇଗଲା

ସମକକ୍ଷ : ଦୋଷୀ, ମୁଦାଲା

वह जिस पर कोई अभियोग लगाया या मुकदमा चलाया गया हो।

अभियुक्त पुलिस को चकमा देकर फरार हो गया।
अभियुक्त, मुद्दालह, मुद्दालेह, मुलज़िम, मुलजिम

A defendant in a criminal proceeding.

accused

ଅଭିଯୁକ୍ତ   ବିଶେଷଣ

ଅର୍ଥ : ନ୍ୟାୟାଳୟରେ ଯାହାକୁ ଦୋଷୀ ବୋଲି ସାବ୍ୟସ୍ତ କରାଯାଇଛି

ଉଦାହରଣ : ଦୋଷୀ ଦଣ୍ଡ କମ୍‌ ପାଇବାପାଇଁ ପ୍ରାର୍ଥନା କରିଆସୁଛି କିନ୍ତୁ ନ୍ୟାୟାଧୀଶ ତାର କୌଣସି କଥା ଶୁଣିଲେ ନାହିଁ

ସମକକ୍ଷ : ଦୋଷୀ

न्यायालय में जिसका दोषी होना सिद्ध हो गया हो।

सजायाफता व्यक्ति सजा कम करने की याचना करता रहा पर न्यायाधीश ने उसकी एक न सुनी।
अभिशंसित, अभिशस्त, आधर्षित, दंडित, दण्डित, सज़ा-याफता, सज़ायाफ़ता, सज़ायाफ़्ता, सज़ायाफ्ता, सज़ायाब, सजा-याफता, सजायाफता, सजायाफ्ता

ଅର୍ଥ : ଅଭିଯୋଗ କରିବା ଯୋଗ୍ୟ ବା ଯାହା ଉପରେ ଅଭିଯୋଗ କରାଯାଇପାରେ

ଉଦାହରଣ : ଏହା ଅଭିଯୁକ୍ତ କାର୍ଯ୍ୟ

अभियोग लगाए जाने योग्य या जिस पर अभियोग लगाया जा सके।

यह अभियोज्य कार्य है।
अभियोज्य

ଅର୍ଥ : ଯାହା ଉପରେ କୌଣସି ଅଭିଯୋଗ ଲାଗିଛି ବା ମକଦମା ଚାଲୁଛି

ଉଦାହରଣ : ଅଭିଯୁକ୍ତ ଲୋକ ନ୍ୟାୟାଳୟରେ ଉପସ୍ଥିତ ନଥିଲା

जिस पर कोई अभियोग लगाया या मुकदमा चलाया गया हो।

अभियुक्त व्यक्ति न्यायालय में उपस्थित नहीं था।
अभियुक्त, मुद्दालह, मुद्दालेह, मुलज़िम, मुलजिम