ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୈବୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୈବୀ   ବିଶେଷ୍ୟ

ଅର୍ଥ : ସେହି ନିଶ୍ଚିତ ଓ ଅଟଳ ଦୈବୀ ବିଧାନ ଯାହା ଅନୁସାରେ ମୂଳରୁ ହିଁ ମଣିଷର ସବୁ କାର୍ଯ୍ୟ ନିୟନ୍ତ୍ରିତ ହେଉଛି ବୋଲି ବିଚାର କରାଯାଏ ଏବଂ ଯାହାର ସ୍ଥାନ ଲଲାଟ ବୋଲି ମାନି ନିଆଯାଏ

ଉଦାହରଣ : କର୍ମବାଦୀ ଭାଗ୍ୟରେ ବିଶ୍ୱାସ କରନ୍ତି ନାହିଁ ଦୈବୀ ଭରସାରେ ବସିଥିବା ଲୋକ ଜୀବନରେ କିଛି କରିପାରେନାହିଁ

ସମକକ୍ଷ : କିସ୍ମତ୍, ଦଇବ, ଦୈବୀ ଭରସା, ନିୟତି, ପ୍ରାରବ୍ଧ, ଭାଗ୍ୟ

वह निश्चित और अटल दैवी विधान जिसके अनुसार मनुष्य के सब कार्य पहले ही से नियत किये हुए माने जाते हैं और जिसका स्थान ललाट माना गया है।

सभी जीव अपने कर्मों से भाग्य का निर्माण करते हैं।
नियति का लिखा कोई मिटा नहीं सकता है।
इकबाल, इक़बाल, किस्मत, तकदीर, तक़दीर, दई, दैव, नसीब, नियति, प्राक्तन, प्रारब्ध, भाग, भाग्य, मुकद्दर, मुक़द्दर, सितारा

An unknown and unpredictable phenomenon that causes an event to result one way rather than another.

Bad luck caused his downfall.
We ran into each other by pure chance.
chance, fortune, hazard, luck

ଦୈବୀ   ବିଶେଷଣ

ଅର୍ଥ : ଦେବତାଙ୍କର ବା ଦେବତା ସମ୍ବନ୍ଧୀୟ

ଉଦାହରଣ : ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ଦୈବୀ ଶକ୍ତି ପ୍ରାପ୍ତ କରିବାପାଇଁ ରାକ୍ଷସମାନେ ବହୁ ବର୍ଷ ତପସ୍ୟାରେ ଲୀନ ରହୁଥିଲେ

ସମକକ୍ଷ : ଅଧିଦୈବିକ, ଦୈବିକ, ଦୈବୀୟ

देवताओं का या देवता संबंधी।

हिंदू धर्मग्रंथों के अनुसार दैवी शक्ति प्राप्त करने के लिए राक्षस कई वर्षों तक तपस्या में लीन रहते थे।
अधिदैविक, देवकीय, देवीय, दैव, दैविक, दैवी, सुरीय

Being or having the nature of a god.

The custom of killing the divine king upon any serious failure of his...powers.
The divine will.
The divine capacity for love.
'Tis wise to learn; 'tis God-like to create.
divine, godlike

ଅର୍ଥ : ଯାହା ଦେବତାଙ୍କଦ୍ୱାରା ହୋଇଥାଏ

ଉଦାହରଣ : ଦୈବୀ କୃପାରୁ ଆମ୍ଭାମାନେ ବଞ୍ଚିଗଲୁ

ସମକକ୍ଷ : ଦୈବିକ

देवता का किया हुआ।

दैव कृपा से वह बच गई।
दैव, दैविक

Emanating from God.

Divine judgment.
Divine guidance.
Everything is black or white...satanic or godly.
divine, godly

ଅର୍ଥ : ଈଶ୍ୱରଙ୍କ ସହିତ ସମ୍ବନ୍ଧିତ ବା ଯିଏ ଈଶ୍ୱରଙ୍କର

ଉଦାହରଣ : ଭକ୍ତିକାଳୀନ ସନ୍ଥ କବିମାନେ ଈଶ୍ୱରୀୟ ଜ୍ଞାନର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ

ସମକକ୍ଷ : ଈଶ୍ୱରୀୟ, ଐଶ୍ୱରିକ, ଐଶ୍ୱରୀୟ

जो ईश्वर से संबंधी हो या ईश्वर का।

भक्तिकालीन संत कवियों ने ईश्वरीय ज्ञान के प्रचार-प्रसार पर बल दिया।
इलाही, इसरी, ईश्वरी, ईश्वरीय, ईसरी, दैवी, नार, परमेश्वरी

Being or having the nature of a god.

The custom of killing the divine king upon any serious failure of his...powers.
The divine will.
The divine capacity for love.
'Tis wise to learn; 'tis God-like to create.
divine, godlike

ଅର୍ଥ : ଭାଗ୍ୟ ବା ସଂଯୋଗରୁ ହେଉଥିବା

ଉଦାହରଣ : ଦୈବୀ ଘଟଣାକୁ ଟାଳିବା ବହୁତ କଠିନ

ସମକକ୍ଷ : ଦୈବ, ଦୈବିକ

प्रारब्ध या संयोग से होनेवाला।

दैवी घटना को टालना बहुत कठिन होता है।
दैव, दैवागत, दैविक, दैवी