ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିୟତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିୟତି   ବିଶେଷ୍ୟ

ଅର୍ଥ : ନିଶ୍ଚିତ ଘଟୁଥିବା ବା ଘଟିବା‌କୁଥିବା କଥା ବା ଘଟଣା

ଉଦାହରଣ : ଅବଶ୍ୟମ୍ଭାବୀ ଘଟଣା କେହି ବି ଟାଳି ପାରିବେ ନାହିଁ

ସମକକ୍ଷ : ଅବଶ୍ୟମ୍ଭାବୀ ଘଟଣା, ଭବିତବ୍ୟତା

अवश्य होने या होकर रहनेवाली बात या घटना।

होनी को कोई नहीं टाल सकता।
आगम, उंचौनी, दैव, नियति, भवितव्यता, भावी, शुदनी, होतब, होतव्य, होतव्यता, होनहार, होनी

An event (or a course of events) that will inevitably happen in the future.

destiny, fate

ଅର୍ଥ : ସେହି ନିଶ୍ଚିତ ଓ ଅଟଳ ଦୈବୀ ବିଧାନ ଯାହା ଅନୁସାରେ ମୂଳରୁ ହିଁ ମଣିଷର ସବୁ କାର୍ଯ୍ୟ ନିୟନ୍ତ୍ରିତ ହେଉଛି ବୋଲି ବିଚାର କରାଯାଏ ଏବଂ ଯାହାର ସ୍ଥାନ ଲଲାଟ ବୋଲି ମାନି ନିଆଯାଏ

ଉଦାହରଣ : କର୍ମବାଦୀ ଭାଗ୍ୟରେ ବିଶ୍ୱାସ କରନ୍ତି ନାହିଁ ଦୈବୀ ଭରସାରେ ବସିଥିବା ଲୋକ ଜୀବନରେ କିଛି କରିପାରେନାହିଁ

ସମକକ୍ଷ : କିସ୍ମତ୍, ଦଇବ, ଦୈବୀ, ଦୈବୀ ଭରସା, ପ୍ରାରବ୍ଧ, ଭାଗ୍ୟ

वह निश्चित और अटल दैवी विधान जिसके अनुसार मनुष्य के सब कार्य पहले ही से नियत किये हुए माने जाते हैं और जिसका स्थान ललाट माना गया है।

सभी जीव अपने कर्मों से भाग्य का निर्माण करते हैं।
नियति का लिखा कोई मिटा नहीं सकता है।
इकबाल, इक़बाल, किस्मत, तकदीर, तक़दीर, दई, दैव, नसीब, नियति, प्राक्तन, प्रारब्ध, भाग, भाग्य, मुकद्दर, मुक़द्दर, सितारा

An unknown and unpredictable phenomenon that causes an event to result one way rather than another.

Bad luck caused his downfall.
We ran into each other by pure chance.
chance, fortune, hazard, luck