ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୈବିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୈବିକ   ବିଶେଷଣ

ଅର୍ଥ : ଦେବତାଙ୍କର ବା ଦେବତା ସମ୍ବନ୍ଧୀୟ

ଉଦାହରଣ : ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ଦୈବୀ ଶକ୍ତି ପ୍ରାପ୍ତ କରିବାପାଇଁ ରାକ୍ଷସମାନେ ବହୁ ବର୍ଷ ତପସ୍ୟାରେ ଲୀନ ରହୁଥିଲେ

ସମକକ୍ଷ : ଅଧିଦୈବିକ, ଦୈବୀ, ଦୈବୀୟ

देवताओं का या देवता संबंधी।

हिंदू धर्मग्रंथों के अनुसार दैवी शक्ति प्राप्त करने के लिए राक्षस कई वर्षों तक तपस्या में लीन रहते थे।
अधिदैविक, देवकीय, देवीय, दैव, दैविक, दैवी, सुरीय

Being or having the nature of a god.

The custom of killing the divine king upon any serious failure of his...powers.
The divine will.
The divine capacity for love.
'Tis wise to learn; 'tis God-like to create.
divine, godlike

ଅର୍ଥ : ଯାହା ଦେବତାଙ୍କଦ୍ୱାରା ହୋଇଥାଏ

ଉଦାହରଣ : ଦୈବୀ କୃପାରୁ ଆମ୍ଭାମାନେ ବଞ୍ଚିଗଲୁ

ସମକକ୍ଷ : ଦୈବୀ

देवता का किया हुआ।

दैव कृपा से वह बच गई।
दैव, दैविक

Emanating from God.

Divine judgment.
Divine guidance.
Everything is black or white...satanic or godly.
divine, godly

ଅର୍ଥ : ଭାଗ୍ୟ ବା ସଂଯୋଗରୁ ହେଉଥିବା

ଉଦାହରଣ : ଦୈବୀ ଘଟଣାକୁ ଟାଳିବା ବହୁତ କଠିନ

ସମକକ୍ଷ : ଦୈବ, ଦୈବୀ

प्रारब्ध या संयोग से होनेवाला।

दैवी घटना को टालना बहुत कठिन होता है।
दैव, दैवागत, दैविक, दैवी