ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସ୍ୱର୍ଗଆଦିରେ ରହୁଥିବା ସେହି ଅମର ପ୍ରାଣୀ ଯାହାଙ୍କୁ ପୂଜ୍ୟ ବୋଲି ବିଚାରକରାଯାଏ
ଉଦାହରଣ : ଏହି ମନ୍ଦିରରେ କେତେକ ଦେବତାଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି
ସମକକ୍ଷ : ଠାକୁର, ଦିଅଁ, ଦେବ, ସୁର
स्वर्ग आदि में रहने वाले वे अमर प्राणी जो पूज्य माने जाते हैं।
Any supernatural being worshipped as controlling some part of the world or some aspect of life or who is the personification of a force.
ଅର୍ଥ : ସହୃଦୟ, ଧର୍ମୀ ଏବଂ ସବୁବେଳେ ଅନ୍ୟର ସହାୟତା କରୁଥିବା ବ୍ୟକ୍ତି
ଉଦାହରଣ : ମହାତ୍ମା ଗାନ୍ଧୀ ଦେବତା ଥିଲେ
ସମକକ୍ଷ : ଠାକୁର, ଦେବ, ସୁର
सहृदय, धर्मी और सदा दूसरों की सहायता करने वाला व्यक्ति।
A man of such superior qualities that he seems like a deity to other people.
ସଂସ୍ଥାପନ କରନ୍ତୁ