ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁଷ୍କର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁଷ୍କର   ବିଶେଷଣ

ଅର୍ଥ : ଯାହାକୁ ପୂରା କରିବା କଷ୍ଟ

ଉଦାହରଣ : ଏହି ଦୁଷ୍କର କାମରେ ମୁଁ ହାତ ଦେବି ନାହିଁ

ସମକକ୍ଷ : ଦୁର୍ଲଙ୍ଘ୍ୟ

जिसको पूरा करना कठिन हो।

इस अपाढ़ काम में मैं हाथ नहीं डालूँगा।
अपाढ़

ଅର୍ଥ : ଯାହାକୁ କରିବା କଠିନ

ଉଦାହରଣ : ହିମାଳୟ ଚଢ଼ିବା ଦୁଷ୍କର କାମ

ସମକକ୍ଷ : ଅସାଧ୍ୟ, କଷ୍ଟସାଧ୍ୟ, ଦୁଃସାଧ୍ୟ

जिसे करना कठिन हो।

हिमालय पर चढ़ना एक दुष्कर कार्य है।
अकर, अकरण, असुकर, दुःसाध्य, दुष्कर, दुहेला