ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଷ୍ଟସାଧ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଷ୍ଟସାଧ୍ୟ   ବିଶେଷଣ

ଅର୍ଥ : ଯାହାକୁ କରିବା କଠିନ

ଉଦାହରଣ : ହିମାଳୟ ଚଢ଼ିବା ଦୁଷ୍କର କାମ

ସମକକ୍ଷ : ଅସାଧ୍ୟ, ଦୁଃସାଧ୍ୟ, ଦୁଷ୍କର

जिसे करना कठिन हो।

हिमालय पर चढ़ना एक दुष्कर कार्य है।
अकर, अकरण, असुकर, दुःसाध्य, दुष्कर, दुहेला

ଅର୍ଥ : କଷ୍ଟର ସହ ସହିବା

ଉଦାହରଣ : ଘରର ଆର୍ଥିକ ପରିସ୍ଥିତି ଖରାପ ହୋଇଯିବାରୁ ଆମର ବଞ୍ଚିବା କଷ୍ଟସାଧ୍ୟ ହୋଇଯାଇଛି

ସମକକ୍ଷ : କଷ୍ଟକର, ଦୁଃସାଧ୍ୟ

कठिनता से सहा जाने वाला।

घर की आर्थिक स्थिति बिगड़ जाने से हमारा जीना दूभर हो गया है।
दुर्भर, दूभर