ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସାଧ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସାଧ୍ୟ   ବିଶେଷଣ

ଅର୍ଥ : ଯାହାର ସାଧନ ହୋଇପାରୁନାହିଁ ବା ଯାହା ସାଧ୍ୟ ନୁହେଁ

ଉଦାହରଣ : ଦୟାକରି ମୋତେ ଅନ୍ୟ କାମ ଦିଅନ୍ତୁ, ଏ କାମ ମୋ ନିମନ୍ତେ ଅସାଧ୍ୟ

जिसका साधन न हो सके या जो साध्य न हो।

कृपया मुझे दूसरा काम दीजिए,यह काम मेरे लिए असाध्य है।
असाध्य

Not capable of being carried out or put into practice.

Refloating the sunken ship proved impracticable because of its fragility.
A suggested reform that was unfeasible in the prevailing circumstances.
impracticable, infeasible, unfeasible, unworkable

ଅର୍ଥ : ଯାହାର ଚିକିତ୍ସା ସମ୍ଭବ ନୁହେଁ

ଉଦାହରଣ : ରକ୍ତ କ୍ୟାନସର ଏବେ ବି ଅସାଧ୍ୟ ରୋଗହୋଇ ରହିଛି

ସମକକ୍ଷ : ଚିକିତ୍ସାତୀତ, ଦୁସାଧ୍ୟ

जिसकी चिकित्सा संभव न हो।

रक्त कैंसर अभी भी असाध्य रोग है।
अचिकित्स्य, अवारणीय, अवार्य, असाध्य, चिकित्सातीत, दुःसाध्य, दुस्साध्य, लाइलाज

Incapable of being cured.

An incurable disease.
An incurable addiction to smoking.
incurable

ଅର୍ଥ : ଯାହାକୁ କରିବା କଠିନ

ଉଦାହରଣ : ହିମାଳୟ ଚଢ଼ିବା ଦୁଷ୍କର କାମ

ସମକକ୍ଷ : କଷ୍ଟସାଧ୍ୟ, ଦୁଃସାଧ୍ୟ, ଦୁଷ୍କର

जिसे करना कठिन हो।

हिमालय पर चढ़ना एक दुष्कर कार्य है।
अकर, अकरण, असुकर, दुःसाध्य, दुष्कर, दुहेला