ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁନ୍ଦୁଭି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁନ୍ଦୁଭି   ବିଶେଷ୍ୟ

ଅର୍ଥ : ମଇଁଷି ରୂପରେ ଥିବା ଜଣେ ଦୈତ୍ୟ

ଉଦାହରଣ : ଦୁନ୍ଦୁଭିକୁ ବାଳି ମାରିଥିଲା

ସମକକ୍ଷ : ଦୁଂଦୁଭି

एक दैत्य जो भैंसे के रूप में था।

दुंदुभि को बालि ने मारा था।
दुंदुभि, दुन्दुभि

ଅର୍ଥ : ଡୁଗ୍ଡୁଗୀ ଭଳି ଗୋଟିଏ ବଡ଼ ଥାପ ବାଦ୍ୟ

ଉଦାହରଣ : ନାଗରା ଶବ୍ଦ ଶୁଣିଲା ମାତ୍ରେ ପିଲାମାନେ ଏକତ୍ରିତ ହୋଇଗଲେ

ସମକକ୍ଷ : ନାଗରା, ପଣବାନକ

डुगडुगी की तरह का एक बहुत बड़ा थाप वाद्य।

नगाड़े की आवाज सुनते ही बच्चे एकत्रित हो गये।
अनक, आनक, दंडढक्का, दमाम, दमामा, दुंदुभ, दुंदुभि, दुंदुभी, दुन्दुभ, दुन्दुभि, दुन्दुभी, धौंसा, नक्कारा, नगाड़ा, नगारा, पणवानक

A large hemispherical brass or copper percussion instrument with a drumhead that can be tuned by adjusting the tension on it.

kettle, kettledrum, timpani, tympani, tympanum