ଅର୍ଥ : ଢୋଲଆଦି ବଜାଇ କରାଯାଉଥିବା ରାଜକୀୟ ଘୋଷଣା ବା ଦିଆଯାଉଥିବା ସୂଚନା
ଉଦାହରଣ :
ରାଜକୁମାରୀଙ୍କ ସ୍ୱୟମ୍ବର ସମ୍ପର୍କରେ ରାଜା ଡେଙ୍ଗୁରା ଦିଆଇଲେ
ସମକକ୍ଷ : ଡେଙ୍ଗୁରା
ଅର୍ଥ : ଏକ ପ୍ରକାରର ରାଜସ୍ଥାନୀ ଜୋତା ଯାହାର ଅଗ୍ର ଭାଗର ଉପର ଆଡ଼କୁ ଉଠିଥାଏ ବା ମୋଡ଼ି ହୋଇଥାଏ
ଉଦାହରଣ :
ଶ୍ୟାମ ସାର୍ଟ, ପାଇଜାମା ଏବଂ ପାଦରେ ନାଗରା ଜୋତା ପିନ୍ଧିଥିଲା
ସମକକ୍ଷ : ନାଗରା ଜୋତା