ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁଆର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁଆର   ବିଶେଷ୍ୟ

ଅର୍ଥ : ଚତୁର୍ଦ୍ଦିଗ ପରିବେଷ୍ଟିତ ସ୍ଥାନର ମଝିରେ ଥିବା ଏକ ଖୋଲା ଜାଗା ଯାହାମଧ୍ୟଦେଇ ଲୋକ, ପଶୁଆଦି ଭିତରକୁ ଏବଂ ବାହରକୁ ଯିବା ଆସିବା କରନ୍ତି

ଉଦାହରଣ : ଭିକାରୀ ଦୁଆରେ ଠିଆହୋଇଛି

ସମକକ୍ଷ : ଦରୱାଜା, ଦ୍ୱାର

इधर-उधर घिरे हुए स्थान के बीच में वह खुला स्थान जिससे होकर लोग, जंतु, आदि अंदर बाहर आते-जाते हैं।

भिखारी दरवाज़े पर खड़ा था।
अलार, गोपुर, दर, दरवाज़ा, दरवाजा, दुवार, द्वार, द्वारा

ଅର୍ଥ : ବଡ଼ ଦୁଆର

ଉଦାହରଣ : ଏହି କିଲ୍ଲାର ଦୁଆର ପିତଳରେ ତିଆରି ହୋଇଛି

ସମକକ୍ଷ : ଫାଟକ

बड़ा दरवाज़ा।

इस किले का फाटक पीतल का बना है।
फ़ाटक, फाटक