ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫାଟକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫାଟକ   ବିଶେଷ୍ୟ

ଅର୍ଥ : ବଡ଼ ଦୁଆର

ଉଦାହରଣ : ଏହି କିଲ୍ଲାର ଦୁଆର ପିତଳରେ ତିଆରି ହୋଇଛି

ସମକକ୍ଷ : ଦୁଆର

बड़ा दरवाज़ा।

इस किले का फाटक पीतल का बना है।
फ़ाटक, फाटक

ଅର୍ଥ : ବଗିଚା,ରେଲିଙ୍ଗ ଆଦିର ଦ୍ବାର

ଉଦାହରଣ : ଏହି ପରିସରର ଫାଟକ ଆଦୌ ଖୋଲା ରଖନାହିଁ

ସମକକ୍ଷ : ଫଟକ

बाग, रेलिंग आदि का द्वार।

इस परिसर का फाटक खुला मत रखिए।
फ़ाटक, फाटक

A movable barrier in a fence or wall.

gate

ଅର୍ଥ : ଏହି ପ୍ରମୁଖ ସ୍ଥାନ ଯେଉଁଠୁ କୌଣସି ନଗର ଆଦିରେ ଯିବାଆସିବା କରିବାପାଇଁ ମାର୍ଗ ଆରମ୍ଭ ହୋଇଥାଏ

ଉଦାହରଣ : ରାୟପୁର ଫାଟକ ପାଖରେ ବସ୍ ଖରାପ ହୋଇଗଲା

ସମକକ୍ଷ : ବହିର୍ଦ୍ୱାର

वह प्रमुख स्थान जहाँ से किसी नगर आदि में जाने का मार्ग आरंभ होता है।

रायपुर नाके पर बस खराब हो गई।
नाका

A place (as at a frontier) where travellers are stopped for inspection and clearance.

checkpoint