ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦିଗନିର୍ଣ୍ଣାୟକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦିଗନିର୍ଣ୍ଣାୟକ   ବିଶେଷ୍ୟ

ଅର୍ଥ : ଦିଗ ସମ୍ପର୍କରେ ଜ୍ଞାନ ଦେଉଥିବା ଏକ ଉପକରଣ

ଉଦାହରଣ : ଜଙ୍ଗଲରେ ଦିଗ ଭ୍ରମ ହେବା ପରେ ଆମେ ଦିଗ ନିର୍ଣ୍ଣୟ ଯନ୍ତ୍ରଦ୍ୱାରା ଦିଗ ସମ୍ପର୍କରେ ଜ୍ଞାନ ପାଇଲୁ

ସମକକ୍ଷ : କମ୍ପାସ, ଦିଗ ନିର୍ଣ୍ଣୟ ଯନ୍ତ୍ର, ଦିଗଦର୍ଶକ ଯନ୍ତ୍ର, ଦିଗସୂଚକ ଯନ୍ତ୍ର

Navigational instrument for finding directions.

compass