ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କମ୍ପାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କମ୍ପାସ   ବିଶେଷ୍ୟ

ଅର୍ଥ : ଦିଗ ସମ୍ପର୍କରେ ଜ୍ଞାନ ଦେଉଥିବା ଏକ ଉପକରଣ

ଉଦାହରଣ : ଜଙ୍ଗଲରେ ଦିଗ ଭ୍ରମ ହେବା ପରେ ଆମେ ଦିଗ ନିର୍ଣ୍ଣୟ ଯନ୍ତ୍ରଦ୍ୱାରା ଦିଗ ସମ୍ପର୍କରେ ଜ୍ଞାନ ପାଇଲୁ

ସମକକ୍ଷ : ଦିଗ ନିର୍ଣ୍ଣୟ ଯନ୍ତ୍ର, ଦିଗଦର୍ଶକ ଯନ୍ତ୍ର, ଦିଗନିର୍ଣ୍ଣାୟକ, ଦିଗସୂଚକ ଯନ୍ତ୍ର

Navigational instrument for finding directions.

compass

ଅର୍ଥ : ବୃତ୍ତ ବା ଗୋଲାଇ ଅଙ୍କନ କରିବାର ଉପକରଣ ଯାହାର ପଛ ମୁଣ୍ଡ ପରସ୍ପର ଯୋଡ଼ି ହୋଇ ଦୁଇଟି କଣ୍ଟା ଭଳି ଥାଏ

ଉଦାହରଣ : କମ୍ପାସ ବିନା ରେଖାଗଣିତରେ କାମ ଚଳେନାହିଁ

वृत्त या गोलाई खींचने का औज़ार जो पिछले सिरों पर परस्पर जुड़ी हुई दो शलाकाओं के रूप का होता है।

रेखागणित में परकार के बिना काम नहीं चलता।
कंपास, कम्पास, चुनाखा, परकार, परकाल, प्रकार

Drafting instrument used for drawing circles.

compass