ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦିଗଦର୍ଶକ ଯନ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଦିଗ ସମ୍ପର୍କରେ ଜ୍ଞାନ ଦେଉଥିବା ଏକ ଉପକରଣ

ଉଦାହରଣ : ଜଙ୍ଗଲରେ ଦିଗ ଭ୍ରମ ହେବା ପରେ ଆମେ ଦିଗ ନିର୍ଣ୍ଣୟ ଯନ୍ତ୍ରଦ୍ୱାରା ଦିଗ ସମ୍ପର୍କରେ ଜ୍ଞାନ ପାଇଲୁ

ସମକକ୍ଷ : କମ୍ପାସ, ଦିଗ ନିର୍ଣ୍ଣୟ ଯନ୍ତ୍ର, ଦିଗନିର୍ଣ୍ଣାୟକ, ଦିଗସୂଚକ ଯନ୍ତ୍ର

Navigational instrument for finding directions.

compass