ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଯୁବକ ବାଛୁରି ଏବେ ହଳ,ଗାଡ଼ି ଆଦିରେ ଯୋଚା ହୋଇନାହିଁ
ଉଦାହରଣ : କୃଷକ ଆସନ୍ତା ମାସରେ ଦାମୁଡ଼ିକୁ ହଳରେ ଯୋଚିବ
ସମକକ୍ଷ : ଦାମୁରି
वह जवान बछड़ा जो अभी हल, गाड़ी आदि में जोता न गया हो।
ଅର୍ଥ : ଛୋଟ ଅବସ୍ଥାରେ ଖାସୁ କରାଯାଇଥିବା ବଳଦ
ଉଦାହରଣ : ଚାଷୀ ଦାମୁଡ଼ିକୁ ଚାଷପାଇଁ ମଣ କରୁଛି
छोटी अवस्था में बधिया किया हुआ बैल।
An adult castrated bull of the genus Bos. Especially Bos taurus.
ଅର୍ଥ : ଯୁବା ମଇଁଷି, ବଳଦ ବା ଛେଳି
ଉଦାହରଣ : ଦାମୁଡ଼ି ଆଖୁଖେତରେ ପଶିଯାଇଛି
जवान भैंसा, बैल या बकरा।
Yearling heifer or bullock.
ସଂସ୍ଥାପନ କରନ୍ତୁ