ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାମୁରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାମୁରି   ବିଶେଷ୍ୟ

ଅର୍ଥ : ଯେଉଁ ଯୁବକ ବାଛୁରି ଏବେ ହଳ,ଗାଡ଼ି ଆଦିରେ ଯୋଚା ହୋଇନାହିଁ

ଉଦାହରଣ : କୃଷକ ଆସନ୍ତା ମାସରେ ଦାମୁଡ଼ିକୁ ହଳରେ ଯୋଚିବ

ସମକକ୍ଷ : ଦାମୁଡ଼ି

वह जवान बछड़ा जो अभी हल, गाड़ी आदि में जोता न गया हो।

किसान वत्सतर को अगले महीने हल में जोतेगा।
अल्हड़, वत्सतर

ଅର୍ଥ : ଛୋଟ ଅବସ୍ଥାରେ ଖାସୁ କରାଯାଇଥିବା ବଳଦ

ଉଦାହରଣ : ଚାଷୀ ଦାମୁଡ଼ିକୁ ଚାଷପାଇଁ ମଣ କରୁଛି

ସମକକ୍ଷ : ଦାମୁଡ଼ି

छोटी अवस्था में बधिया किया हुआ बैल।

किसान जातोक्ष को कृषि कार्यों के लिए प्रशिक्षित कर रहा है।
जातोक्ष

An adult castrated bull of the genus Bos. Especially Bos taurus.

ox

ଅର୍ଥ : ଯୁବା ମଇଁଷି, ବଳଦ ବା ଛେଳି

ଉଦାହରଣ : ଦାମୁଡ଼ି ଆଖୁଖେତରେ ପଶିଯାଇଛି

ସମକକ୍ଷ : ଦାମୁଡ଼ି

जवान भैंसा, बैल या बकरा।

पाठा गन्ने के खेत में घुस गया है।
पाठा

Yearling heifer or bullock.

stirk