ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦନା   ବିଶେଷ୍ୟ

ଅର୍ଥ : ପତ୍ରରେ ତିଆରି ତାଟିଆ ଆକାରର ପାତ୍ର

ଉଦାହରଣ : ସେ ଦନାରେ ଜାମୁକୋଳି ନେଇ ଖାଉଥିଲା

ସମକକ୍ଷ : ପତ୍ର ଠୋଲା

पत्तों का बना, कटोरे के आकार का पात्र।

वह दोने में जामुन लेकर खा रहा था।
दोना, दौना, द्रोण, पत्रपुट, पुटी, संपुट, सम्पुट

ଅର୍ଥ : ବ୍ଲାଉଜ, ଅନ୍ତର୍ବାସ ଆଦିର ଯେଉଁ ଅଂଶରେ ସ୍ତନ ଆଭୂଷଣ କରାଯାଏ

ଉଦାହରଣ : ଦରଜୀ ଏହି ଅନ୍ତର୍ବାସରେ ରଙ୍ଗିନ ଦନା ଲଗେଇଛି

चोली, अंगिया आदि का वह भाग जिसमें स्तन रहते हैं।

दर्जी ने इस अंगिया में रंगीन कटोरी लगायी है।
कटोरी, महरम, मुलकट

Any cup-shaped concavity.

Bees filled the waxen cups with honey.
He wore a jock strap with a metal cup.
The cup of her bra.
cup

ଅର୍ଥ : ଛୋଟ ଦନା

ଉଦାହରଣ : ପଣ୍ଡିତ ମହାଶୟ ସମସ୍ତଙ୍କୁ ଦ୍ରୋଣୀରେ ପ୍ରସାଦ ଭର୍ତ୍ତିକରି ଦେଉଛନ୍ତି

ସମକକ୍ଷ : ଠୋଲା, ଦ୍ରୋଣୀ

छोटा दोना।

पंडिजी सबको द्रोणी में भरकर प्रसाद दे रहे हैं।
द्रोणी