ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଥରୁଥିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଥରୁଥିବା   ବିଶେଷଣ

ଅର୍ଥ : କମ୍ପୁଥିବା ବା ହଲୁଥିବା

ଉଦାହରଣ : ଜରରେ ଥରୁଥିବା ପିଲାଟିକୁ ଡାକ୍ତରଖାନା ନିଆଗଲା

ସମକକ୍ଷ : କମ୍ପମାନ, କମ୍ପିତ

काँपता या हिलता हुआ।

गिटार के कंपित तार से सुमधुर सुर निकल रहे हैं।
आधूत़, आलोल, कंपमान, कंपमान्, कंपायमान, कंपित, कम्पमान, कम्पमान्, कम्पायमान, कम्पित, तरलित