ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କମ୍ପିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କମ୍ପିତ   ବିଶେଷଣ

ଅର୍ଥ : ଯାହା ଧ୍ୱନି ବା ଶବ୍ଦ ରୂପରେ ପ୍ରକଟ ହୋଇଥାଏ

ଉଦାହରଣ : ଅର୍ଜୁନଙ୍କ ଧନୁର ଟଙ୍କାରରେ ଚଉଦିଗ ନିନାଦିତ ହୋଇଉଠିଲା

ସମକକ୍ଷ : ନିନାଦିତ, ପ୍ରତିଧ୍ୱନିତ

जो ध्वनि या शब्द के रूप में प्रकट हुआ हो।

अर्जुन के धनुष की टंकार से ध्वनित दिशाएँ गुंजायमान हो उठीं।
ध्वनित, नादित, निनादित, शब्दायमान, शब्दित

ଅର୍ଥ : କମ୍ପୁଥିବା ବା ହଲୁଥିବା

ଉଦାହରଣ : ଜରରେ ଥରୁଥିବା ପିଲାଟିକୁ ଡାକ୍ତରଖାନା ନିଆଗଲା

ସମକକ୍ଷ : କମ୍ପମାନ, ଥରୁଥିବା

काँपता या हिलता हुआ।

गिटार के कंपित तार से सुमधुर सुर निकल रहे हैं।
आधूत़, आलोल, कंपमान, कंपमान्, कंपायमान, कंपित, कम्पमान, कम्पमान्, कम्पायमान, कम्पित, तरलित