ଅର୍ଥ : ଶେଷ କରିବା ବା ରହିବାକୁ ନ ଦେବା
ଉଦାହରଣ :
ସେ ରାମଠାରୁ ନିଜ ସଂପର୍କ ତୁଟାଇଦେଲା ସେ ଚୁକ୍ତି ଭଙ୍ଗ କଲା
ସମକକ୍ଷ : ତୁଟାଇବା, ଭଙ୍ଗ କରିବା, ଶେଷ କରିବା
ଅର୍ଥ : କୌଣସି କାର୍ଯ୍ୟ ବା ବସ୍ତୁ ଶେଷ କରିବା
ଉଦାହରଣ :
ପ୍ରଥମେ ଏହି କାମ ଶେଷ କର
ସମକକ୍ଷ : ପୂରା କରିବା, ପୂର୍ଣ୍ଣକରିବା, ଶେଷ କରିବା